ଆଘାତ-ଆଉ-ମୃତ୍ୟୁ-ଏଠି-ଜୀବନର-ଧାରା

Surat, Gujarat

Jul 27, 2018

ଆଘାତ ଆଉ ମୃତ୍ୟୁ ଏଠି ଜୀବନର ଧାରା

ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ଲକ୍ଷଲକ୍ଷ ଶ୍ରମିକ ଦେଶର ପଲିଷ୍ଟର ରାଜଧାନୀ ସୁରଟରେ ଲୁଗାକଳ ଚଳାନ୍ତି। ସେମାନେ ପ୍ରତିଦିନ ଦୁର୍ଘଟଣାଜନିତ ଆଘାତ ଓ ମୃତ୍ୟୁକୁ ସାମ୍ନା କରନ୍ତି। କିନ୍ତୁ କାମ ପାଇଁ ଆକୁଳ ଥିବାରୁ ସେମାନେ କାମ କରନ୍ତି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Reetika Revathy Subramanian

ଲେଖକ ପରିଚୟ: ରିତିକା ରେବତି ସୁବ୍ରମଣ୍ୟନ୍ ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ଗବେଷିକା। ସେ ପଶ୍ଚିମ ଭାରତର ଅନୌପଚାରିକ କ୍ଷେତ୍ରରେ ଶ୍ରମିକ ସ୍ଥାନାନ୍ତରଣ ବିଷୟରେ କାମ କରୁଥିବା ଏକ ଏନଜିଓ ଆଜୀବିକା ବ୍ୟୁରୋ ସହ ଜଣେ ବରିଷ୍ଠ ଉପଦେଷ୍ଟା ଭାବରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।