କ୍ଷୁଦ୍ର-ଭୋଜନକ୍ଷୁଧାର୍ତ୍ତ-ଶିକ୍ଷାର୍ଥୀଙ୍କ-ପାଇଁ-ବଡ଼କଥା

Palghar, Maharashtra

Mar 05, 2019

କ୍ଷୁଦ୍ର ଭୋଜନ,କ୍ଷୁଧାର୍ତ୍ତ ଶିକ୍ଷାର୍ଥୀଙ୍କ ପାଇଁ ବଡ଼କଥା

ମହାରାଷ୍ଟ୍ରର ଜିଲ୍ଲା ପରିଷଦ ସ୍କୁଲ୍‌ଗୁଡ଼ିକରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଦ୍ୱାରା ସ୍ୱଳ୍ପ ଖାଦ୍ୟ ସାମଗ୍ରୀରେ ଗୁଜରାଣ ମେଣ୍ଟାଉଥିବା ପରିବାରଗୁଡ଼ିକର ବୋଝ ହାଲୁକା ହେଉଛି । କିନ୍ତୁ ଏହି ଖାଦ୍ୟ ପାଇଁ ରାଜ୍ୟର ବଜେଟ୍‌ ଖୁବ୍‌ କମ୍‌ । ଭୋଜନ ପାଇଁ ନିୟୋଜିତ କର୍ମଚାରୀମାନଙ୍କ ଦରମା ବି କମ୍‌।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।