ଚିକନପଦାରେ-ଭଗତ-ଆସ୍ଥା-ଏବଂ-ଉଦ୍‌ବେଗ

Palghar, Maharashtra

Jan 06, 2020

ଚିକନପଦାରେ ଭଗତ, ଆସ୍ଥା ଏବଂ ଉଦ୍‌ବେଗ

ମହାରାଷ୍ଟ୍ର ମୋଖଦା ତାଲୁକାର ଆଦିବାସୀମାନେ ସର୍ବଦା ବିଭିନ୍ନ ରୋଗର ଚିକିତ୍ସା ପାଇଁ ଦୀର୍ଘ ଦିନ ଧରି ସେମାନେ ବିଶ୍ଵାସ କରି ଆସିଥିବା ସ୍ଥାନୀୟ ଚିକିତ୍ସକମାନଙ୍କ ପାଖକୁ ଯାଆନ୍ତି । ଏକ ଭରସାଯୋଗ୍ୟ ସାଧାରଣ ସ୍ଵାସ୍ଥ୍ୟସେବା ବ୍ୟବସ୍ଥାର ଅଭାବକୁ ସେହିମାନେ ହିଁ ଚେରମୂଳି ଓ ପୂଜାପଦ୍ଧତି ଦ୍ଵାରା ପୂରଣ କରିଥାଆନ୍ତି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Shraddha Ghatge

ଶ୍ରଦ୍ଧା ଘଟଗେ ମୁମ୍ବାଇର ଜଣେ ସ୍ଵାଧୀନ ସାମ୍ବାଦିକ ଏବଂ ଗବେଷକ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।