ପାହାଡ଼-ଜଙ୍ଗଲ-ଏବଂ-ଝରଣାଗୁଡ଼ିକ-ଆମ-ଦେବତା

Kalahandi, Odisha

Jun 01, 2018

‘ପାହାଡ଼, ଜଙ୍ଗଲ ଏବଂ ଝରଣାଗୁଡ଼ିକ ଆମ ଦେବତା’

ଖଣି ମାଫିଆଙ୍କ ବିରୋଧରେ ଓଡ଼ିଶାର ନିୟମଗିରି ପାହାଡ଼ର ଆଦିବାସୀମାନେ ୨୦୧୩ରେ ଏକ ବିଜୟ ହାସଲ କରିଥିଲେ। କିନ୍ତୁ ସେମାନଙ୍କର ପୈତୃକ ଜମି ପ୍ରତି ବିପଦ ଜାରି ରହିଛି। ନିକଟରେ ଆୟୋଜିତ ନିୟମଗିରି ମହୋତ୍ସବରେ କବି ତଥା ସାମାଜିକ କର୍ମୀ ରାଜକିଶୋର ସୁନାନି ଏ ସଂପର୍କରେ ଗୀତ ଗାନ କରିଥିଲେ ।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।