ମୁଁ-ଏହି-ଫଟୋ-ଉଠାଇବା-ପରେ-ଏହି-ବାଛୁରୀଟି-ହଜିଗଲା

Chamarajanagar, Karnataka

Jun 04, 2019

‘ମୁଁ ଏହି ଫଟୋ ଉଠାଇବା ପରେ ଏହି ବାଛୁରୀଟି ହଜିଗଲା’

ଜଙ୍ଗଲରେ ଜୀବନ ଉପରେ ଛଅଟି ଚିତ୍ର ନିବନ୍ଧ ଶୃଙ୍ଖଳର ଏହି ଷଷ୍ଠ ଭାଗରେ, ମଙ୍ଗଳା ଗାଁର ଜଣେ କୃଷକ, ଏନ୍‌. ସ୍ୱାମୀ ବାସବାନ୍ନା କହନ୍ତି, ‘ପ୍ରତ୍ୟେକ ବ୍ୟକ୍ତି କୃଷି କାର୍ଯ୍ୟରେ ସାମିଲ ହେବା ଏବଂ ଆମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ବୁଝିବା ଉଚିତ’

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

N. Swamy Bassavanna

ଏନ୍‌.ସ୍ୱାମୀ ବାସବାନ୍ନା ଜଣେ କୃଷକ, ଯେ କି ଭାରତର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ବାନ୍ଦିପୁର ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ ଅଞ୍ଚଳରେ ରହନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।