ସୋହରାଇର-ସଙ୍ଗୀତ

Banka, Bihar

May 27, 2022

ସୋହରାଇର ସଙ୍ଗୀତ

ଜାନୁଆରୀ ଖରିଫ ଫସଲ ଅମଳ ସମୟରେ ବିହାରର ଚିରଚିରିଆ ହାମଲେଟର ସାନ୍ତାଳ ମହିଳାମାନେ ତାଙ୍କ ଜୀବନ ଶୈଳୀ ଆଧାରରେ ଗୀତ ଗାଆନ୍ତି। ପୁରୁଷମାନେ ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାନ୍ତି। ଶେଷରେ ଭୋଜି ଭାତ ହୁଏ। ଏଥିରେ ମହୁଲି ମଧ୍ୟ ପିଆଯାଏ

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Shreya Katyayini

ଶ୍ରେୟା କାତ୍ୟାୟିନୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ବରିଷ୍ଠ ଭିଡିଓ ସମ୍ପାଦକ। ସେ ମଧ୍ୟ ପରୀ ପାଇଁ ଅଙ୍କନ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।