ଗୋଚର-ଭୂଇଁର-ଅନ୍ତହୀନ-ଅନ୍ୱେଷଣ

Kachchh, Gujarat

Feb 19, 2019

ଗୋଚର ଭୂଇଁର ଅନ୍ତହୀନ ଅନ୍ୱେଷଣ

ଜଣେ ଫକିରାନି ଜାଟ୍ ହୋଇଥିବା ଜାଟ୍ ଆୟୁବ ଅମିନ୍ ଅସାଧାରଣ ‘ମାଲଧାରୀ’ ବା ଯାଯାବର ପଶୁଚରାଳୀମାନଙ୍କ ମଧ୍ୟରେ ସ୍ୱତନ୍ତ୍ର। ଏହି ମାଲଧାରୀମାନେ ଗୁଜରାଟର କଚ୍ଛ ଜିଲ୍ଲାରେ ବର୍ଧିଷ୍ଣୁ ସଙ୍କଟକୁ ନେଇ ଚିନ୍ତିତ। ସେ ସଂପର୍କରେ ପରୀର ଏକ ଫଟୋ ଆଲେଖ୍ୟ।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Ritayan Mukherjee

ରିତାୟନ ମୁଖାର୍ଜୀ ହେଉଛନ୍ତି କୋଲକାତାରେ ଅବସ୍ଥାନ କରୁଥିବା ଜଣେ ଫଟୋଗ୍ରାଫର ଓ ‘ପରୀ’ର ବରିଷ୍ଠ ଫେଲୋ। ସେ ଭାରତର ପଶୁପାଳକ ଓ ଯାଯାବର ଶ୍ରେଣୀର ଜୀବନଧାରାକୁ ସଂକଳିତ କରିବା ପାଇଁ ଏକ ଦୀର୍ଘ-କାଳୀନ ପ୍ରକଳ୍ପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।