ନିଜେ-ନିଜର-ଅସ୍ତିତ୍ଵ-ହରାଉଛି-କି-ଭାରତର-ସନ୍‌ସାଇନ୍‌-ଷ୍ଟେଟ୍‌

South Goa, Goa

Jan 15, 2022

ନିଜେ ନିଜର ଅସ୍ତିତ୍ଵ ହରାଉଛି କି ଭାରତର ‘ସନ୍‌ସାଇନ୍‌ ଷ୍ଟେଟ୍‌’?

ଭାରତର ପ୍ରଚୁର ଖଣିଜ ସଂପଦକୁ ନିଜ ନିୟନ୍ତ୍ରଣରେ ରଖିବା ଲାଗି ଗୋଆରେ ବଳ କଷାକଷି ଚାଲିଛି। ହେଲେ, ବ୍ୟାପକ ଜଙ୍ଗଲନଷ୍ଟ, ବାଘସଂଖ୍ୟା ହ୍ରାସ ଏବଂ ଉତ୍କଟ ଜଳ ସଂକଟ କାରଣରୁ ପ୍ରସ୍ତାବିତ ଖଣି ପ୍ରକଳ୍ପ ବିରୋଧରେ ସେମାନଙ୍କ ସଂଘର୍ଷ ବିଫଳତା ଆଡ଼କୁ ଗତି କରୁଛି ବୋଲି ସ୍ଥାନୀୟ ଲୋକେ ଅନୁଭବ କରୁଛନ୍ତି

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Shalini Singh

ଶାଳିନୀ ସିଂହ ‘ପରୀ’ର ପ୍ରକାଶନୀ ସଂସ୍ଥା କାଉଣ୍ଟରମିଡିଆ ଟ୍ରଷ୍ଟର ଜଣେ ପ୍ରତିଷ୍ଠାତା ଟ୍ରଷ୍ଟି । ସେ ଦିଲ୍ଲୀର ଜଣେ ସାମ୍ବାଦିକା ଏବଂ ପରିବେଶ, ଲିଙ୍ଗଗତ ପ୍ରସଙ୍ଗ ଏବଂ ସଂସ୍କୃତି ସଂପର୍କରେ ଲେଖା ଲେଖନ୍ତି ଏବଂ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ୨୦୧୭- ୧୮ର ନୀମାନ୍‌ ଫେଲୋ ଫର୍‌ ଜର୍ଣ୍ଣାଲିଜ୍‌ମ ଥିଲେ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।