ଚାର୍‌ରେ-ସୌରଶକ୍ତି

Dhubri, Assam

Sep 26, 2019

ଚାର୍‌ରେ ସୌରଶକ୍ତି

ବୀର୍‌ସିଂ ଚାର୍‌ର ତିନୋଟି ଗାଁ ନିକଟରେ ସୌର ବିଦ୍ୟୁତ୍‌ ପାଇଲେ, ଏବଂ ଏହା ଆସାମର ବ୍ରହ୍ମପୁତ୍ର ନଦୀରେ ଥିବା ଏହି ଅସ୍ଥାୟୀ ବାଲୁକା ଦୀପଗୁଡ଼ିକର ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଅନ୍ୟ ଦୈନିକ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିଛି।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Ratna Bharali Talukdar

ରତ୍ନା ଭରାଲି ତାଲୁକଦାର ପରୀର ୨୦୧୬-୧୭ ବ୍ୟକ୍ତିତ୍ୱ। ସେ ଉତ୍ତର-ପୂର୍ବ ଭାରତର ଏକ ଅନଲାଇନ୍‌ ପତ୍ରିକା ନେଜିନ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ। ଏଥିସହ ସେ ଜଣେ ସୃଜନଶୀଳ ଲେଖିକା। ସେ ବିସ୍ଥାପନ, ଦେଶାନ୍ତର, ଶାନ୍ତି ଏବଂ ସଂଘର୍ଷ, ପରିବେଶ ଏବଂ ଲିଙ୍ଗ ଆଦି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଲେଖିବା ପାଇଁ ଏହି ଅଞ୍ଚଳର ବିଭିନ୍ନ ସ୍ଥାନ ଗସ୍ତ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।